କୋଭିଡ୍ ଲଢ଼େଇରେ ସୂର୍ଯ୍ୟାଲୋକର ଭୂମିକା

ନୂଆଦିଲ୍ଲୀ: ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍‌ ଡି ଆମ ଶରୀରର ରୋଗ ପ୍ରତିରୋଧ ପ୍ରଣାଳୀରେ ଏକ ବିଶେଷ ଭୂମିକା ନିଭାଇଥିବା କଥା ଅନେକ ଆଗରୁ ପ୍ରମାଣିତ ହୋଇସାରିଛି। ସୁତରାଂ ତାହା ମହାମାରୀ କରୋନା ଭୂତାଣୁ ସାର୍ସ-କୋଭ୍-୨ ବିରୋଧରେ ଆଶାନୁରୂପ ସଫଳ ହେବ ବୋଲି ଆଶା କରାଯାଏ। ଏ ପରିପ୍ରେକ୍ଷୀରେ କୋଭିଡ୍ ସଂକ୍ରମିତଙ୍କ ମଧ୍ୟରେ ଡେନମାର୍କ, ନରୱେ ଓ ଫିନ୍‌ଲାଣ୍ଡ୍ ଅପେକ୍ଷା ଇଟାଲି ଓ ସ୍ପେନ୍‌ରେ କାହିଁକି ଅଧିକ ରୋଗୀଙ୍କର ମୃତ୍ୟୁ ଘଟିଲା … Continue reading କୋଭିଡ୍ ଲଢ଼େଇରେ ସୂର୍ଯ୍ୟାଲୋକର ଭୂମିକା